28.1 C
Bhubaneswar
Monday, May 4, 2026
Homeଓଡିଶାଜେଲ ଅଧୀକ୍ଷକଙ୍କ ଘରେ ରେଡ

ଜେଲ ଅଧୀକ୍ଷକଙ୍କ ଘରେ ରେଡ

କେନ୍ଦୁଝର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜିଲା ମୁଖ୍ୟ କାରାଗାର ଅଧୀକ୍ଷକ ସତ୍ୟପ୍ରକାଶ ସ୍ଵାଇଁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ଵାଇଁଙ୍କ ବିଭିନ୍ନ ଠିକଣାରେ ଶୁକ୍ରବାର ଚଢ଼ାଉ କରାଯାଇଛି। କେନ୍ଦୁଝର, ଭୁବନେଶ୍ଵର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଚଢ଼ାଉ ସମୟରେ ଅଧିକାରୀଙ୍କ ହାତରେ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲାଗିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking