23.1 C
Bhubaneswar
Wednesday, January 15, 2025
Homeଓଡିଶାଚିକିଟି ମଦ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଚିକିଟି ମଦ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଗଞ୍ଜାମ: ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣା । ଏମ୍‌କେସିଜି ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଜେନାପୁର ଗ୍ରାମର ପ୍ରଦୀପ ବେହେରା । ବୟସ ୩୬ ବର୍ଷ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ଏମେଡିକାଲରେ ବର୍ତ୍ତମାନ ଆଇସିୟୁରେ ୩ ଜଣ ଥିବାବେଳେ ସମୁଦାୟ ୬ ଜଣ ଚିକିତ୍ସିତ ହେଉଛନ୍ତି ।

ପ୍ରେମିକର ଅତ୍ୟାଚାର ଶିକାର ହୋଇ ପ୍ରେମିକାର ଆତ୍ମହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking