17.1 C
Bhubaneswar
Friday, February 13, 2026
Homeଓଡିଶାଚିକିଟି ମଦମୃତ୍ୟୁ ମାମଲା : ଆଉ ଜଣଙ୍କ ମୃତ୍ୟୁ

ଚିକିଟି ମଦମୃତ୍ୟୁ ମାମଲା : ଆଉ ଜଣଙ୍କ ମୃତ୍ୟୁ

ଗଞ୍ଜାମ : ଚିକିଟି ମଦମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଆଜି ଆଉ ଜଣେ ଗୁରୁତରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲା କରବାଲୁଆ ଗାଁର ବାୟା ସେଠୀ । ମଦ ପିଇ ଗୁରୁତର ହେବା ପରଠାରୁ ଏମକେସିଜିରେ ଆଇସିୟୁରେ ଚାଲିଥିଲା ଚିକିତ୍ସା । ବାୟାଙ୍କ ପୂବର୍ରୁ ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଜେନାପୁରର ଜୁର ବେହେରା ଏବଂ ଲୋକନାଥ ବେହେରାଙ୍କ ମୃତ ଘଟିଥିଲା । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମଣ ବେହେରାଙ୍କ ମୃତ୍ୟୁ ଘଟିଥିଲା । ଏବେ ବାୟା ସେଠୀଙ୍କ ମୃତ୍ୟୁ ଘଟିଛି । ଏବେ ବି ଏହି ଘଟଣାରେ ଏମକେସିଜିର ଆଇସିୟୁରେ ଆହୁରି ୩ ଜଣଙ୍କ ଚିକିତ୍ସା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking