ଭୁବନେଶ୍ୱର : ମାତୃ ସ୍ତନ୍ୟପାନ କକ୍ଷ ପାଇଁ ପ୍ରସ୍ତାବ। କର୍ମଜୀବୀ ମା’ମାନଙ୍କୁ ସହାୟତା କରିବା ଦିଗରେ ମୋହନ ମାଝୀଙ୍କ ନେତୃତ୍ବରେ ସରକାର ଏକ ନୀତି ପ୍ରଣୟନ କରିଛନ୍ତି। ଯେଉଁଥିରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା କରିବାକୁ କୁହାଯାଇଛି। ଏହି ପଦକ୍ଷେପ ଦ୍ବାରା କର୍ମଜୀର୍ତ୍ତୀ ମା’ମାନଙ୍କ ପାଇଁ ସହାୟକ ହେବା ଏହାଦ୍ବାରା ସଂପ୍ରତି ମହିଳା କର୍ମଜୀବୀଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଦାୟିତ୍ବକୁ ସନ୍ତୁଳିତ କରିବା ଏହି ନୀତି ମା’ମାନଙ୍କୁ ଶିଶୁଙ୍କ ଯନ୍ତ୍ର ନେବାରେ ଏକ ଅନୁକୂଳ ପରିବେଶ ପ୍ରଦାନ କରିବା ।










