31.7 C
Bhubaneswar
Wednesday, January 22, 2025
Homeଅପରାଧଚାକିରି ନାଁରେ ଲକ୍ଷାଧିକ ଟଙ୍କାର ଠକେଇ

ଚାକିରି ନାଁରେ ଲକ୍ଷାଧିକ ଟଙ୍କାର ଠକେଇ

ଭୁବନେଶ୍ୱର : ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ମାଲକାନଗିରିରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ ଠକେଇ ଚେର ବ୍ୟାପିଛି । ଏଥିରେ ଜଣେ ଗିରଫ ହୋଇଛନ୍ତି । କେନ୍ଦ୍ରାପଡାରେ ରମେଶ ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କଲା ପୋଲିସ । ଗିରଫ ରମେଶ ରାଉତ ନିଜକୁ ପାଣ୍ଡିଆନଙ୍କ ଶଳା କହୁଥିବା ଅଭିଯୋଗ ହୋଇଛି । ରମେଶ ସହ ଆଉ ୨ ଜଣ ରାକେଟରେ ସଂପୃକ୍ତ ଥିବା ନେଇ ଏତଲା । ମାଲକାନଗିରି ମାଥିଲିର ବିଜେଡି ଜିଲ୍ଲା ପରିଷଦ ସଭ୍ୟାଙ୍କ ନାଁରେ ଏତଲା ହୋଇଛି । ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝିଙ୍କ ସହ ମୋଟ ୩ ଜଣଙ୍କ ନାଁରେ ଏତଲା । ରମେଶ ଗିରଫ, ଅନ୍ୟ ୨ ଜଣଙ୍କୁ ଖୋଜୁଛି ମାଲକାନଗିରି ପୋଲିସ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking