14.1 C
Bhubaneswar
Friday, January 16, 2026
Homeଓଡିଶାଏମାନେ ପାଇବେନି ‘ସୁଭଦ୍ରା’ ସହୟତା

ଏମାନେ ପାଇବେନି ‘ସୁଭଦ୍ରା’ ସହୟତା

ଭୁବନେଶ୍ୱର : ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍ ଓ ୬୦ ବର୍ଷରୁ ଅଧିକ ହୋଇଥିଲେ ପାଇବେନି ।
ମାସକୁ ୧୫ ଶହ ବା ବର୍ଷକୁ ୧୭ ହଜାରରୁ ଅଧିକ ସହାୟତା ପାଉଥିଲେ ପାଇବେନି ।
ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ ବିଧାୟ ହୋଇଥିଲେ ପାଇବେନି
ଆୟକର ଦେଉଥିଲେ ପାଇବେନି ସୁଭଦ୍ରା ସହାୟତା
ୱାର୍ଡମେମ୍ବର/କାଉନସିଲର ଛଡା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମିଳିବନି
କେନ୍ଦ୍ର / ରାଜ୍ୟ ସରକାର ଚାକିରି ବା ପେନସନ ପାଉଥିଲେ ମିଳିବନି
ପରିବାରର ଜଳସେଚିତ ଜମି ୫ ଏକର/ ଅଣଜଳସେଚିତ ଜମି ୧୦ ଏକର ଥିଲେ ଅଯୋଗ୍ୟ
ଅଯୋଗ୍ୟ ହିତାଧିକାରୀ ସହାୟତା ନେଇଥିଲେ ତାଙ୍କଠାରୁ ଅର୍ଥ ଆଦାୟ କରାଯିବ
ଠକେଇ ପାଇଁ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଆସିଲା ‘ସୁଭଦ୍ରା’ ଗାଇଡଲାଇନ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking