ଆସିଲା ‘ସୁଭଦ୍ରା’ ଗାଇଡଲାଇନ

ଭୁବନେଶ୍ୱର : ଆସିଲା ସୁଭଦ୍ରା ଯୋଜନାର ଗାଇଡଲାଇନ୍ । ବିସ୍ତୃତ ଗାଇଡଲାଇନ ପ୍ରକାଶ କଲା ଶିଶୁ ଓ ମହିଳା ବିକାଶ । ସୁଭଦ୍ରା ଯୋଜନାର ଯୋଗ୍ୟତା ୧.ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ ୨.ବୟସ ୨୧ରୁ ୬୦ ବର୍ଷ ଭିତରେ ହୋଇଥିବେ ୩.ଆଧାରକାଡ ର୍ରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ ୪.ଜୁଲାଇ ୧ ତାରିଖ ୨୦୨୪ ସୁଦ୍ଧା ବୟସ ୨୧ ହେବା ଆବଶ୍ୟକ ୫.୨୧ ବର୍ଷରୁ କମ ୬୦ ବର୍ଷରୁ ଅଧିକ ବୟସ୍କ ଅଯୋଗ୍ୟ ହେବେ ସୁଭଦ୍ରା … Continue reading ଆସିଲା ‘ସୁଭଦ୍ରା’ ଗାଇଡଲାଇନ