25.1 C
Bhubaneswar
Wednesday, March 25, 2026
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ବାଇଗଣ

ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ବାଇଗଣ

ଭୁବନେଶ୍ୱର : ଖାଇବାରେ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ସାମିଲ କରିବାକୁ ଚାହାଁନ୍ତି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ବାଇଗଣ। ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ ଅଛି। ୮୨ ଗ୍ରାମ୍‌ ବାଇଗଣରେ ୧୧ ପ୍ରତିଶତ ଫାଇବର, ୧୦ ପ୍ରତିଶତ ମାଙ୍ଗାନିଜ, ୫ ପ୍ରତିଶତ ପୋଟାସିୟମ୍‌, ୩.୫ ପ୍ରତିଶତ ଭିଟାମିନ୍ କେ, ୬୩.୫ ପ୍ରତିଶତ ଭିଟାମିନ୍ ବି ଓ ୩ ପ୍ରତିଶତ ଭିଟାମିନ୍‌ ସି ରହିଛି। ଏସବୁ ଭିଟାମିନ୍ ଶରୀର ପାଇଁ ବେଶ୍ ଲାଭଦାୟକ। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ପୁରୁଷଙ୍କ ତୁଳନାରେ ମହିଳା ଓ ଯୁବତୀ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଯତ୍ନଶୀଳ। ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସେମାନେ ଫଳ ଓ ସବୁଜ ପରିବା ଅଧିକ ମାତ୍ରାରେ ଖାଇଥାନ୍ତି। ଏହାସହିତ ବାଇଗଣ ମଧ୍ୟ ଖାବାକୁ ପସନ୍ଦ କରିଥାନ୍ତି। କାରଣ ଏଥିରେ ଭିଟାମିନ୍ ସିର ମାତ୍ରା ଅଧିକ ରହିଛି। ବାଇଗଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking