30.1 C
Bhubaneswar
Tuesday, February 10, 2026
Homeଓଡିଶାଆଖି ଖୋସି ଦେଲା ୮୦ କେଜି ସୁନା

ଆଖି ଖୋସି ଦେଲା ୮୦ କେଜି ସୁନା

ଭୁବନେଶ୍ବର : ବ୍ୟାଙ୍କରେ ଟଙ୍କା ଲୋଡ୍ କରୁଥିବା ଗାଡିରେ ସୁନା ଚୋରାଚାଲାଣ ହେଉଥିବାବେଳେ ଧରିଲା ସିଟିଜିଏସଟି ବିଭାଗ । ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ନେଇ ସୂଚନା ମିଳିଥିଲା । ସୂଚନା ପାଇ ୮୦ କେଜି ସୁନା ଓ ରୂପା ଚାଲାଣ ହେଉଥିବାବେଳେ ଦୁଇଟି କଣ୍ଟେନର ଜବତ କଲା ସିଟିଜିଏସଟି ।  ଜବତ ସୁନା-ରୂପାର ଆନୁମାନିକ ମୂଲ୍ୟ ୩୦ କୋଟି ହେବ ବୋଲି ଜଣାପଡିଛି । ତେବେ ଏହାର ମାଲିକ କିଏ ଏବଂ କେଉଁଠିକୁ ଯାଉଥିଲା ସେନେଇ ତନାଘନା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking