19.1 C
Bhubaneswar
Friday, December 5, 2025
Homeଓଡିଶାରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ଛୁରୀ ଭୁଷିଥିବା ଭାଇର ଗଲା ଜୀବନ

ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ଛୁରୀ ଭୁଷିଥିବା ଭାଇର ଗଲା ଜୀବନ

ବ୍ରହ୍ମପୁର : ଗତକାଲି ଭଉଣୀକୁ ହତ୍ୟା କରିବା ପରେ ଗୁରୁତର ହୋଇଥିବା ଅଭିଯୁକ୍ତ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀଙ୍କର ଆଜି ସକାଳେ ଏମକେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ମୃତକ ଭଉଣୀ ହେଲେ ପ୍ରଯକ୍ତା ପାଣିଗ୍ରାହୀ।ତେବେ ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ଘଟିଥିଲା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ।
ସୂଚନା ଅନୁସାରେ, ବଡ଼ବଜାର ଥାନା ଅଞ୍ଚଳରେ ଜଣେ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀଙ୍କ ଛୁରାମାଡ଼ରେ ୧୩ ବର୍ଷୀୟା ଭଉଣୀ ପ୍ରଯକ୍ତା ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଭାଇ ଗୁରୁତର ଆହତ ହୋଇଛନ୍ତି। ଫେରାର ହେବା ନିମନ୍ତେ ଏକ ଚଳନ୍ତା ବସ୍‌ରେ ଚଢ଼ୁ ଚଢ଼ୁ ଖସି ପଡ଼ି ଚାଲିଯାଇଛି ଅଭିଯୁକ୍ତ ଭାଇର ଜୀବନ । ଗୁରୁତର ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking