30.1 C
Bhubaneswar
Saturday, March 15, 2025
Homeଦେଶ ବିଦେଶଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ

ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ

ନୂଆଦିଲ୍ଲୀ : କୋଲକାତା ମେଡିକାଲ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ । ଟାସ୍କଫୋର୍ସରେ ଭାଇସ ଆଡମିରାଲ ଆର୍.କେ ସରିନ୍, ଡାକ୍ତର ନାଗେଶ୍ୱର ରେଡ୍ଡୀ । ସିନିଅର ଓ ଜୁନିଅର ଡାକ୍ତରଙ୍କ ସୁରକ୍ଷା ପାଇଁ ପରାମର୍ଶ ଦେବ ଟାସ୍କଫୋର୍ଟ । ସୁରକ୍ଷା ପାଇଁ ସାରା ଦେଶରେ କି କାର୍ଯ୍ୟପନ୍ଥା ହେବ, ପରାମର୍ଶ ଦେବ । ଡାକ୍ତରଙ୍କ ସୁରକ୍ଷା ନେଇ ଉଦ୍ବେଗ ପ୍ରକାଶ କଲେ ମୁଖ୍ୟ ବିଚାରପତି । ହସ୍ପିଟାଲ ୨୪ ଘଣ୍ଟିଆ ଖୋଲା ଥିବା, ଡାକ୍ତର ଡୁ୍ୟଟି କରୁଥିବାରୁ ସୁରକ୍ଷା ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking