କୋଲକାତା ଲଜ୍ଜା : ଷ୍ଟାଟସ୍ ରିପୋର୍ଟ ତଲବ

କୋଲକତା : କୋଲକତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ । ଘଟଣର ବହୁ ବିଳମ୍ବରେ ଏଫ୍‌ଆଇଆର୍‌କୁ ନେଇ ପ୍ରଶ୍ନ ଉଠାଇଲେ । ପୀଡିତାଙ୍କ ନାଁ, ଫଟୋ ଆଦି ଭାଇରାଲ୍‌କୁ ନେଇ ଉଦ୍‌ବଗେ ପ୍ରକାଶ । ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କଲେ କୋର୍ଟ । ମୃତ୍ୟୁକୁ ଆତ୍ମହତ୍ୟାର … Continue reading କୋଲକାତା ଲଜ୍ଜା : ଷ୍ଟାଟସ୍ ରିପୋର୍ଟ ତଲବ