Homeଓଡିଶାବିଜେଡି କରିବ ପ୍ରଶିକ୍ଷଣ ଶିବିର ଓଡିଶାରାଜନୀତି ବିଜେଡି କରିବ ପ୍ରଶିକ୍ଷଣ ଶିବିର By Ona Khabara 17/08/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର : ଶାସକ ଦଳକୁ ବିଜେଡିର ଜବାବ । ଶଙ୍ଖ ଭବନରେ ବିଜେଡି କରିବ ପ୍ରଶିକ୍ଷଣ ଶିବିର । ବିରୋଧୀଦଳ ଉପମୁଖ୍ୟ ସଚେତକଙ୍କ ସୂଚନା । ୨୫ ତାରିଖରେ ବିଜେଡି ଦିନିକିଆ ପ୍ରଶିକ୍ଷଣ ଶିବିର କରିବ । ନୀତି ନିୟମ ପରେ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ସକାଳ ୧୦ଟାରେ ଆରମ୍ଭ ହେବ ପ୍ରଶିକ୍ଷଣ ଶିବିର । Share FacebookTwitterPinterestWhatsAppLinkedinReddItTelegram Previous articleମହିଳାଙ୍କ ତଣ୍ଟି କାଟି ହତ୍ୟାNext articleଗିରଫ ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ୨୯ତମ ବୋର୍ଡ ବୈଠକ ଦେଶ ବିଦେଶ କାର- ଟ୍ରାକ୍ଟର ଧକ୍କା: ୫ ମୃତ ଓଡିଶା ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଓଡିଶା ପିକଅପ-ବାଇକ୍ ଧକ୍କା : ଚାଲିଗଲା ୩ ଶିଶୁଙ୍କ ଜୀବନ