34.1 C
Bhubaneswar
Saturday, May 2, 2026
Homeଓଡିଶାଶୌଚ ହେବା ଲାଗି ନଦୀକୁ ଯାଇଥିଲେ; ଭାସିଗଲେ ବୃଦ୍ଧ

ଶୌଚ ହେବା ଲାଗି ନଦୀକୁ ଯାଇଥିଲେ; ଭାସିଗଲେ ବୃଦ୍ଧ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦେଓଗାଁ ଥାନା ନୂଆପଲି ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁର ଜଣେ ବୃଦ୍ଧ ଆଜି ଶୌଚ ହେବା ଲାଗି ନଦୀକୁ ଯାଇଥିବାବେଳେ ପାଣିରେ ଭାସି ଯାଇଥିଲେ। ଲଘୁଚାପ ଜନିତ ବର୍ଷା ଯୋଗୁଁ ନୂଆପାଲି ସ୍ଥିତ କେଉଁଟି ଜୋର ରେ ଅଧିକ ପାଣି ପ୍ରବାହିତ ହେଉଛି। ଶୌଚ ହେବା ଲାଗି ଘାସିରାମ ବିଶ୍ୱାଳ ଯାଇଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିବା ଅନୁମାନ କରାଯାଉଛି। ଏନେଇ ପରିବାର ଲୋକେ ଖବର ଦେବା ପରେ ଓଡ୍ରାଫ୍ଟ ଟିମ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking