28.9 C
Bhubaneswar
Sunday, June 21, 2026
Homeଓଡିଶାପ୍ରଥମେ ଆଲମିରା କଢାଯିବ

ପ୍ରଥମେ ଆଲମିରା କଢାଯିବ

ପୁରୀ : ଶ୍ରମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ ଶେଷ ହୋଇଛି । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ଏଏସଆଇ ଓ ୧୫ ଜଣିଆ ଉଚ୍ଚସ୍ତରୀୟ କମିଟି ସବ ବେଲା ଆଲୋଚନା । ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସୂଚନା । ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କଢାଯିବ । ମନ୍ଦିର ପ୍ରଶାସନ ରୁମ୍ ନିର୍ଦ୍ଧାରଣ କରିସାରିଛି, ସ୍ଥାନାନ୍ତରିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking