14.1 C
Bhubaneswar
Sunday, December 7, 2025
Homeଓଡିଶାବଜେଟ୍ : ଆର୍ଥିକ କ୍ଷେତ୍ରରେ ୬୩ ପ୍ରତିଶତ ବ୍ୟୟବରାଦ କରାଯାଇଛି

ବଜେଟ୍ : ଆର୍ଥିକ କ୍ଷେତ୍ରରେ ୬୩ ପ୍ରତିଶତ ବ୍ୟୟବରାଦ କରାଯାଇଛି

ଭୁବନେଶ୍ୱର : ବିଧାନସଭାରେ ରାଜ୍ୟ ବଜେଟ ଆଗତ ହୋଇଛି । ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଆମ ପ୍ରଧାନମନ୍ତ୍ରୀ ସର୍ବଦା ୪ଟି ବର୍ଗକୁ ପ୍ରାଥମିକତା ଦେଇଛନ୍ତି । ଗରିବ , ମହିଳା ,ଚାଷୀ ଓ ଯୁବପିଢିଙ୍କୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି । ବିକଶିତ ଭାରତ ପାଇଁ ବିକାଶ ଓଡିଶା ଜରୁରୀ । ଓଡ଼ିଆ ଅସ୍ମିତା ହିଁ ଆମର ପରିଚୟ । ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ । ତେବେ ଲୋକଙ୍କ ମନ କିଣିବାକୁ ଲାଗିଲେଣି ମୋହନ ସରକାର । ତେବେ ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ ପୂର୍ବରୁ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ବଜେଟ ହୋଇଥିବାରୁ ସାରା ରାଜ୍ୟର ନଜର ଏହି ବଜେଟ୍ ଉପରେ ରହିଥିଲା । ଆର୍ଥିକ କ୍ଷେତ୍ର ୮୪,୧୩୫ କୋଟି ଟଙ୍କା ଉନ୍ନୟନ ବ୍ୟୟ ୧,୯୪,୩୮୨ ବଜେଟ ୬୩ ପ୍ରତିଶତ ବ୍ୟୟବରାଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking