ଭୁବନେଶ୍ୱର : ଆଜି ବିଧାନସଭା ବଜେଟର ୪ର୍ଥ ଅଧିବେଶନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ସୁରୁଖୁରୁରେ ଚାଲିଥିଲା ଗୃହ ତେବେ ତାହା ହୋଇପାରିଲା ନାହିଁ । ଶୂନ୍ୟକାଳରେ ମନ୍ତ୍ରୀ ମୁକେଶ ମହାମିଙ୍ଗ-ବିଧାୟକ ଅରୁଣ ସାହୁ ମୁହାଁମୁହିଁ । ବିଧାନସଭାରେ ପ୍ରୋସିଡିଂକୁ ନେଇ ଦୁଇ ନେତା କଥା କଟାକଟି । ବିରୋଧୀଦଳ ନେତାଙ୍କୁ ଗିରଫ କରାଯାଉ ସଂସଦୀୟ ମନ୍ତ୍ରୀ କହିଛନ୍ତି । ମନ୍ତବ୍ୟକୁ ପ୍ରୋସିଡିଂରୁ ବାଦ ଦିଆଯାଉ, ମହାଲିଙ୍ଗ ଦୁଃଖ ପ୍ରକାଶ କରନ୍ତୁ । ଯାହା ସାହାସ ଅଛି ବିରୋଧୀଦଳ ନେତାଙ୍କୁ ଗିରଫ କରନ୍ତୁ କହିଲେ ଅରୁଣ । କୌଣସି ଅସାମ୍ବାଧାନିକ ଶବ୍ଦ ବ୍ୟବହାର କରିନି କହିଲେ ମହାଲିଙ୍ଗ । ବିରୋଧୀଦଳ ନେତାଙ୍କ ସମ୍ମାନହାନୀ ଭଳି କିଛି କଥା କହି ନାହିଁ । କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା, ଗୃହ ବିଚାର କରୁ ବୋଲି କହିଥିଲି । ପୂର୍ବତନ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପାଗଳ କହିଥିଲେ । ରାଞ୍ଚି ପଠାଇବାକୁ କହିଥିଲେ ବିଜେଡି ସରକାର କହିଲେ ମିକେଶ ମହାଲିଙ୍ଗ ।










