31.1 C
Bhubaneswar
Wednesday, February 11, 2026
Homeଓଡିଶାବିଧାନସଭା ବଜେଟ୍ ଅଧିବେଶନର ଆଜି ଚତୁର୍ଥ ଦିନ ; ସୁରୁଖୁରୁରେ ଚାଲିଛି ବିଧାନସଭା ପ୍ରଶ୍ନକାଳ

ବିଧାନସଭା ବଜେଟ୍ ଅଧିବେଶନର ଆଜି ଚତୁର୍ଥ ଦିନ ; ସୁରୁଖୁରୁରେ ଚାଲିଛି ବିଧାନସଭା ପ୍ରଶ୍ନକାଳ

ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନର ଆଜି ଚତୁର୍ଥ ଦିନ । ୩ ଦିନ ପରେ ସ୍ୱାଭାବିକ ହେଲା ପ୍ରଶ୍ନକାଳ । ସୁରୁଖୁରୁରେ ଚାଲିଛି ବିଧାନସଭା ପ୍ରଶ୍ନକାଳ । ଆଜି ବିଧାନସଭାରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍ । ଉତ୍ତର ରଖୁଛନ୍ତି ସଂସଦୀୟ ବ୍ୟପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

୨୮ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking