ଭୁବନେଶ୍ୱର : ପ୍ରକାଶ ପାଇଲା ଅର୍ଥନୀତିକ ସର୍ଭେ ରିପୋର୍ଟ । ୨୦୨୩-୨୦୨୪ ଆର୍ଥିକ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ ଆଗତ । ଓଡ଼ିଶା ଅର୍ଥନୀତି ୮୫% ଅଭିବୃଦ୍ଧି ହାସଲ ଆକଳନ । ଓଡ଼ିଶାର ମୁଣ୍ଡପିଛା ଆୟ ୧,୬୧,୪୩୭ ଟଙ୍କା । ଭାରତର ମମୁଣ୍ଡପିଛା ଆୟ ଠାରୁ ୧୨.୪% କମ । ୨୦୧୫-୨୦୧୬ରୁ ମୁଣ୍ଡପିଛା ଆୟ ୧୨.୧% ସିଏଜି ହାରରେ ବୃଦ୍ଧି । ୭୦ଟି ପ୍ରମୁଖ ରାଜ୍ୟ ତାଲିକାରେ ୧୧ ତମ ସ୍ଥାନରେ ଓଡିଶା । ୨୦୧୯-୨୦୨୧ ମଧ୍ୟରେ ୬୨ ଲକ୍ଷରୁ ଅଧିକ ଦାରିଦ୍ରରୁ ମୁକ୍ତ ।