24.1 C
Bhubaneswar
Monday, March 23, 2026
Homeଓଡିଶାନାଳରୁ ଉଦ୍ଧାର ହେଲା ନାବାଳକର ମୃତ ଦେହ

ନାଳରୁ ଉଦ୍ଧାର ହେଲା ନାବାଳକର ମୃତ ଦେହ

ଯାଜପୁର : ନାଳରେ ଭାସ ଯାଇ ନାବାଳକର ମୃତ୍ୟୁ । ଏଭଳି ଦୁଖଦଃ ଘଟଣା ସାମ୍ନାକୁ ଆସିଛି ଯାଜପୁର କାଳିନ୍ଦ୍ରାବାଦ ଅଞ୍ଚଳରେ । ତେବେ ନାବାଳକ ଜଣକ ହେଉଛନ୍ତି ବିଶ୍ୱରଞ୍ଜନ ସାହୁ । ସେ ଶୌଚ ହେବାକୁ ଯାଇଥିବା ବେଳେ ଭାସି ଯାଇ ଜୀବନ ହାରିଛନ୍ତି। ପ୍ରଥମେ ତାଙ୍କର ଚପଲ ଭାସିଯିବାରୁ ତାକୁ ଧରିବାକୁ ଯାଇ ୮ବର୍ଷୀୟ ବିଶ୍ୱରଞ୍ଜନ ମଧ୍ୟ ଭାସିଯାଇଥିଲେ। ଅଗ୍ନିଶମ ବାହୀନି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବିଶ୍ୱରଞ୍ଜନ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking