32.1 C
Bhubaneswar
Thursday, February 12, 2026
Homeଓଡିଶାବିଜେଡି-କଂଗ୍ରେସର କକ୍ଷତ୍ୟାଗ

ବିଜେଡି-କଂଗ୍ରେସର କକ୍ଷତ୍ୟାଗ

ଭୁବନେଶ୍ୱର : ବିଧନସଭାରେ ବିଜେଡି ଓ କଂଗ୍ରେସର ପ୍ରତିବାଦ । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇଲେ ବିରୋଧୀ । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗ ଉଠିଲା । ନିଜ ଆସନରେ ଛିଡା ହୋଇ ବିରୋଧୀଦଳ ନେତାଙ୍କ ପ୍ରତିବାଦ । ଗୃହ ମଧ୍ୟଭାଗକୁ ଆସିଲେ କଂଗ୍ରେସ ସଦସ୍ୟ । ପ୍ରତିବାଦ ପରେ ବିଜେଡି ଓ କଂଗ୍ରେସର କକ୍ଷତ୍ୟାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking