32.1 C
Bhubaneswar
Thursday, May 29, 2025
Homeଓଡିଶାଅମରଙ୍କ ବିସ୍ଫୋରକ ବୟାନ

ଅମରଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର : ବିଜେଡି ନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । ବିଧାୟକଙ୍କୁ ନବୀନ ଦେଇଥିବା ଦାୟିତ୍ୱ ନେଇ ପ୍ରତିକ୍ରିୟା । ପୂର୍ବରୁ ଏମିତି କରିଥିଲେ ବିରୋଧୀ ଦଳରେ ବସିନଥାନ୍ତୁ । ବଳମ୍ବ ହେଉ ପଛେ ଭଲ ପଦକ୍ଷେପ ନିଆଯାଇଛି । ସୁପ୍ରିମୋ ଯେଉଁ ଦାୟିତ୍ୱ ଦେଉଛନ୍ତି ସ୍ୱାଗତେଯାଗ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking