18.1 C
Bhubaneswar
Monday, December 22, 2025
Homeଓଡିଶାଖେଳାଳି ଚୟନରେ ଓସିଏର ଭୂମିକା ନାହିଁ

ଖେଳାଳି ଚୟନରେ ଓସିଏର ଭୂମିକା ନାହିଁ

ଭୁବନେଶ୍ୱର : ଖେଳାଳି ଚୟନ ନେଇ ବିଶୃଙ୍ଖଳା ଘଟଣା । ପ୍ରତିକ୍ରିୟା ରଖିଲେ ଓସିଏ ସିଇଓ ସୁବ୍ରତ ବେହେରା । ଗମମାଧ୍ୟମରୁ ଖବର ସମ୍ପର୍କରେ ଜାଣିବାକୁ ପାଇଛୁ କହିଲେ । ଖେଳାଳି ଚୟନରେ ସମ୍ପର୍କରେ ଓସିଏର କୌଣସି ସମ୍ପର୍କ ନାହିଁ । ଭୁବନେଶ୍ୱର କ୍ରୀଡା ଆସୋସିଏସନ ଚୂଡାନ୍ତ କରିଛି । ଖେଳାଳିଙ୍କ ପ୍ରଦର୍ଶନ ଭିତ୍ତିରେ ଟିମ୍ ଚୟନ କରିଥାନ୍ତି । ଚୂଡାନ୍ତ ଟିମ୍ ଚୟନ ପରେ ଓସିଏକୁ ଜଣାଇଥାନ୍ତି । ଏଥିରେ ଓସିଏର କୌଣସି ଭୂମିକା ନାହିଁ କହିଲେ ସୁବ୍ରତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking