ଭୁବନେଶ୍ୱର :କନ୍ଧମାଳରୁ ଝାଡଖଣ୍ଡ ଭାୟା ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ । ସୂଚନା ଅନୁଯାୟୀ, ଧଳା କାରରେ ଚୋରାରେ ଚାଲାଣ ହେଉଥିଲା ଗଞ୍ଜେଇ । ଆଗେ ଆଗେ ମାଫିଆ ଗାଡି ଖୁବ୍ ଜୋରରେ ଚାଲିଥିବା ବେଳେ ପଛେ ପଛେ ଗୋଡାଉଥିଲା ପୁଲିସ। ଖୋର୍ଦ୍ଧା ପିତାପଲିରୁ ଫଲୋ କରି ଯାଆଁଳା ପାଖରେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ ।









