33.7 C
Bhubaneswar
Monday, May 25, 2026
Homeଓଡିଶାବିଜେଡିକୁ ହରାଇଲା ବିଜେଡ଼ି: ନୃସିଂହ ସାହୁ

ବିଜେଡିକୁ ହରାଇଲା ବିଜେଡ଼ି: ନୃସିଂହ ସାହୁ

 

ଭୁବନେଶ୍ୱର : ବିଜେଡିର ପରାଜୟକୁ ନେଇ ନୃସିଂହ ସାହୁଙ୍କର ବଡ଼ ବୟାନ। ବିଜେଡି ହାରିଛି କେବଳ ବିଜେଡି ପାଇଁ ବୋଲି ନୃସିଂହ ତାଙ୍କର ଏକ ବୟାନରେ କହିଛନ୍ତି ।ସେ କହିଛନ୍ତି ଅନେକ କ୍ଷେତ୍ରରେ ବିଜେଡି ଲୋକ ବିଜେଡ଼ିକୁ ହରାଇଛନ୍ତି ।ଭୋଟ ପଛରେ ନଲାଗି ସେମାନେ ପ୍ରାର୍ଥୀଙ୍କୁ ହରାଇବାକୁ ଲାଗିଲେ। ବିଭିନ୍ନ ଜାଗାରେ ମୂଷା ଭଳି ବିଜେଡିର କିଛି ନେତାମମାନେ ଥିଲେ ବୋଲି ନୃସିଂହ ବୟାନ ଦେଇଛନ୍ତି। ବେଶିଦିନ କ୍ଷମତାରେ ରହିଲେ ଖାମଖିଆଲୀ ହୋଇଯାନ୍ତି । ବିଜେଡିର ଓଭର କନଫିଡେଣ୍ଟ ପାଇଁ ବିଜେଡି ହାରିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking