30.1 C
Bhubaneswar
Saturday, February 14, 2026
Homeଓଡିଶାନଦୀରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

ନଦୀରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ନିକଟରେ ଦେବୀ ନଦୀରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଗତକାଲି ଅପରାହ୍ନ ପ୍ରାୟ ୫ଟା ସମୟରେ ଦେବୀ ନଦୀରୁ ଅଜଣା ଯୁବକର ମୃତ ଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକର ବୟସ ଆନୁମାନିକ ୩୫ରୁ ୪୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ କିଏ ଏହି ଯୁବକ ଓ କିପରି ସେ ନଦୀରେ ବୁଡ଼ିଗଲେ ତାହା ଅସ୍ପଷ୍ଟ ରହିଛି। କିଛି ଯୁବକ ନଦୀକୁ ଯିବା ବେଳେ ଏହି ମୃତଦେହକୁ ଦେଖିଥିଲେ। ଆଉ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇ ଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଯୁବକକୁ ଉଦ୍ଧାର କରି ନିକଟସ୍ଥ ବାଲିକୁଦା ମେଡିକାଲକୁ ପଠାଇ ଥିବା ସୂଚନା ମିଳିଥିଲା । ବାଲିକୁଦା ପୁଲିସ ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking