15.1 C
Bhubaneswar
Friday, December 19, 2025
Homeଓଡିଶା୧୯ ଓ ୨୦ରେ ବିଜେପି କାର୍ଯ୍ୟକାରିଣୀ ବୈଠକ

୧୯ ଓ ୨୦ରେ ବିଜେପି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ଜୁଲାଇ ୧୯ ଓ ୨୦ରେ ରାଜ୍ୟ ବିଜେପିର କାର୍ଯ୍ୟକାରୀଣୀ ବୈଠକ । ପୁରୀରେ ବସିପାରେ ଦୁଇ ଦିନିଆ ଯୋଗ କାର୍ଯ୍ୟକାରିଣୀ । ଯୋଗଦେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଶାସନକୁ ଆସିବା ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ । ଆଗାମୀ ଦିନର କାର୍ଯ୍ୟକ୍ରମ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ ।

ଖଣ୍ଡଗିରି ଓ ଉଦୟଗିରି ପରିଦର୍ଶନ କଲେ ରାଷ୍ଟ୍ରପତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking