26.1 C
Bhubaneswar
Sunday, October 6, 2024
Homeଓଡିଶାମେଡିକାଲରେ ଚାଲିଛି ଝଡ଼ାଫୁଙ୍କା

ମେଡିକାଲରେ ଚାଲିଛି ଝଡ଼ାଫୁଙ୍କା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା । ସାପ କାମୁଡାରେ ଜଣେ ନାବାଳକର ମୃତ୍ୟୁ ପରେ ମଧ୍ୟ ଜୀବନ ବଂଚାଇବାକୁ ଗୁଣିଆର ଆଶ୍ରୟ ନେଇଛନ୍ତି ପରିବାର ଲୋକ । ଯାହା ଅନ୍ଧବିଶ୍ୱାସର ଏକ ଅବିଶ୍ୱସନୀୟ ଚିତ୍ର ପରି ଉଭା ହୋଇଛି । ସୂଚନା ଅନୁସାରେ ପୁଟୁଳିଆ ଗାଁର ଦାଶରଥ୍ ପାତ୍ରଙ୍କ ୧୬ ବର୍ଷର ପୁଅ ପଦ୍ମଲୋଚନ ରାତିରେ ଶୋଇଥିବାବେଳେ ବିଷଧର ସାପ ଦଂଶନ କରିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକ ପାଟଣା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ଡାକ୍ତରଙ୍କ କଥାରେ ପରିବାର ଲୋକଙ୍କ ମନ ବୁଝିନଥୁଲା । ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ପୁଅ ବଞ୍ଚିଯିବା ଆଶାରେ ଗୁଣିଆକୁ ଡକାଇ ଝଡାଫୁଙ୍କା କରିଥିବା ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking