14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଏନକାଉଣ୍ଟରରେ ଜଣେ ଯବାନ ସହୀଦ

ଏନକାଉଣ୍ଟରରେ ଜଣେ ଯବାନ ସହୀଦ

ଜାମ୍ମୁ କାଶ୍ମୀର : କଶ୍ମୀର ଉପତ୍ୟକା କୁଲଗାଁ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏନକାଉଣ୍ଟରରେ ଜଣେ ଯବାନ ସହୀଦ ହୋଇଥିଲା ବେଳେ ୨ ମିଲିଟାଣ୍ଟଙ୍କୁ ଟ୍ରାପ୍ କରିବାରେ ସକ୍ଷମ ହୋଇଛନ୍ତି ସୁରକ୍ଷାବାହିନୀ। ସ୍ଥାନୀୟ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି। ହାଇଆଲର୍ଟ ଜାରି ହୋଇଛି। ଦକ୍ଷିଣ କଶ୍ମୀରର ମୋଦେରଗାଁ ପାଖରେ ଏହି ଏନକାଉଣ୍ଟର ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking