23.1 C
Bhubaneswar
Monday, February 2, 2026
Homeଓଡିଶାଭିଜିଲାନ୍ସ ଜାଲରେ ଏଆର୍‌ଆଇ

ଭିଜିଲାନ୍ସ ଜାଲରେ ଏଆର୍‌ଆଇ

ପୁରୀ : ଲାଞ୍ଚ ନେଇ ଧରାପଡିଲେ ପୁରୀ ଜିଲ୍ଲା ଚନ୍ଦନପୁରର ଏଆର୍‌ଆଇ । ୫୧ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ ଏଆର୍‌ଆଇ ପବିତ୍ର କାଣ୍ଡି । ଚାଷ ଜମିକୁ ଘରବାରୀ କରିବା ଲାଗି ତଦନ୍ତ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲେ । କାଣ୍ଡିଙ୍କ ତିନୋଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢଉ କରାଯାଇଛି ।

ବିଏମସିର ବିଜେଡି କର୍ପୋରେଟରଙ୍କ ପାଇଁ କଟକଣା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking