ସରିଲେ ବୟସ ଅଲୋଡ଼ା ମଣିଷ*
ଲୋଡା ପଡେ ନାହିଁ ତା’ର,
ଥିଲେ ତା ବୟସ ଲୋଡ଼ା ଥାଏ ତା’ର
ହେଉକି ବାହାର ଘର ।
ଦୁନିଆ ଆଗରେ ନିଜର ଲୁହକୁ ଝରେଇ ମୁଣ୍ଡ ନୂଆଇବା ଠାରୁ, ଧର୍ଯ୍ୟର ସହ ଅପେକ୍ଷା କରିବା ହଜାର ଗୁଣରେ ଶ୍ରେୟସ୍କର…।
ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ l
ଯେଉଁ ଦିନ ଆମର ଦସ୍ତଖତ Autograph ରେ ପରିଣତ ହୁଏ,ମାନି ନିଅ ସେଦିନ ତୁମେ Success ହୋଇଛ ।
History କହେ ଅତୀତ ସୁଖ ଥିଲା,Science କହେ ଭବିଷ୍ୟତରେ ସୁଖ ଆସିବ,କିନ୍ତୁ ଧର୍ମ କହିଥାଏ …ମନ ପବିତ୍ର ଓ ହୃଦୟ ସ୍ୱଚ୍ଛ ଥିଲେ ପ୍ରତିଦିନ ସୁଖ ଓ ଶାନ୍ତିରେ ରହିବ।
ଦୁନିଆରେ ସାଧାରଣତଃ ଦୁଇ ପ୍ରକାରର ଲୋକ ଦେଖିବାକୁ ମିଳନ୍ତି – ଦେବାବାଲା ଆଉ ନେବାବାଲା।ନେବାବାଲାଙ୍କୁ ଭଲ ଖାଇବାକୁ ଅବଶ୍ୟ ମିଳେ,କିନ୍ତୁ ଦେବାବାଲାଙ୍କୁ ଭଲ ନିଦ୍ରା ହୋଇଥାଏ। ସେଥିପାଇଁ ନିଜର ଆତ୍ମସନ୍ତୋଷ ନିମନ୍ତେ ଅନ୍ୟକୁ ଦାନକରି ଆନନ୍ଦ ସାଉଁଟିବା ନିଜ ପାଇଁ ମଙ୍ଗଳକର ହୋଇଥାଏ।
ଖରାପ ଅଭ୍ଯାସ ଯେତେ ମଧୁର ହେଉନା କାହିଁକି, ଦିନେ ରୋଗ ସ୍ରୁଷ୍ଟି କରିବ….
ଭଲ ଅଭ୍ଯାସ ଯେତେ କଷ୍ଟ ହେଉନା କାହିଁକି ଦିନେ ଏହା ଏକ ଔଷଧରେ ପରିଣତ ହୋଇଯିବ….
ଅଦ୍ୟ ଜୁଲାଇ ମାସ ୦୨ ତାରିଖ ୨୦୨୪ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଆଷାଢ଼ ମାସ- କୃଷ୍ଣପକ୍ଷ
ତିଥି- ଏକାଦଶୀ ଦିବା ଘ ୦୯/୦୨ ଗତେ ଦ୍ଵାଦଶୀ
ନକ୍ଷତ୍ର- ଦ୍ଵିଜା ଦିବା ଘ ୦୬/୨୩ ଗତେ କୃତ୍ତିକା
ଚନ୍ଦ୍ର-ମେଷ ଦିବା ଘ ୧୨/୧୦ ଗତେ ବୃଷ
ଯୋଗ- ଧୃତି
କରଣ – ବାଳବ
ସୌରମାସ- ମିଥୁନ ୧୮ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୦୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୯
*✧═════•❁❀
ଯୋଗିନୀ ଅଗ୍ନିକୋଣେ ଦିବା ଘ୦୯/୦୨ ଗତେ ନୈରୁତେ
ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବିଛା ରାଶିର ଘାତଚନ୍ଦ୍ର
ମକର ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୧/୨୮ ଗତେ ଘ୦୩/୦୮ ମଧ୍ୟେ
ବାରବେଳା – ଦିବା ଘ୦୬/୫୪ ଗତେ ଘ୦୮/୩୪ ମଧ୍ୟେ
ମୃତେ ଏକପାଦଦୋଷ ଓ ଦିବା ଘ୦୬/୨୨ ଗତେ ଦ୍ଵିପାଦ ଦୋଷ ଓ ଦିବା ଘ୦୯/୦୨ ଗତେ ତ୍ରୀପାଦ ପୁସ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୩ ମଧ୍ୟେ ଓ ଘ୦୯/୧୬ ଗତେ ଘ୧୧/୪୦ ମଧ୍ୟେ ଓ ଘ୦୩/୦୯ ଗତେ ଘ୦୩/୪୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୪୧ ଗତେ ଘ୦୪/୨୮ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ଶିମ୍ବ ଦିବା ଘ୦୯/୦୨ ଗତେ ପୋଇ ଭକ୍ଷଣ ନିଷେଧ
✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।*
✧═════•❁❀❁•═════✧
ବୃଷ
ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।*
✧═════•❁❀❁•═════✧
ମିଥୁନ
ଦିନଟି ଠିକ୍ଠାକ୍ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।*
✧═════•❁❀❁•═════✧
କର୍କଟ
ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।*
✧═════•❁❀❁•═════✧
ସି˚ହ
ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।*
✧═════•❁❀❁•═════✧
କନ୍ୟା
ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।*
✧═════•❁❀❁•═════✧
ତୁଳା
: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।*
✧═════•❁❀❁•═════✧
ବିଛା
ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।*
✧═════•❁❀❁•═════✧
ଧନୁ
ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।*
✧═════•❁❀❁•═════✧
ମକର
ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।*
✧═════•❁❀❁•═════✧
କୁମ୍ଭ
ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।*
✧═════•❁❀❁•═════✧
ମୀନ
:ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।










