21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶତାମିଲନାଡୁ ରେ ବାଣ ଗୋଦାମରେ ବିସ୍ଫୋରଣ : ୩ ମୃତ

ତାମିଲନାଡୁ ରେ ବାଣ ଗୋଦାମରେ ବିସ୍ଫୋରଣ : ୩ ମୃତ

ନୂଆଦିଲ୍ଲୀ : ତାମିଲନାଡୁର ବିରୁଧୁନଗର ଜିଲ୍ଲାର ସତ୍ତୁର ଅଞ୍ଚଳ ନିକଟରେଏକ ବାଣ ଗୋଦାମରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ବାଣ ପ୍ରସ୍ତୁତି ଚାଲିଥିବା ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ଏକାଧିକ ବାଣରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘିଟିଛି। ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking