28.1 C
Bhubaneswar
Sunday, September 29, 2024
Homeଓଡିଶାସାମ୍ବାଦିକଙ୍କ ଉପରକୁ କୁକୁର ଛାଡିଲେ ବିଧାୟକ

ସାମ୍ବାଦିକଙ୍କ ଉପରକୁ କୁକୁର ଛାଡିଲେ ବିଧାୟକ

ଭୁବନେଶ୍ୱର : ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡିଲେ ବିଜେଡି ନେତା । ବିଜେଡି ନେତା ତଥା ପୂର୍ବତନ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ । ଏନେଇ କ୍ୟାପିଟାଲ ଥାନାରେ ଏତଲା କଲେ ସଂପୃକ୍ତ ମହିଳା ସାମ୍ବାଦିକ । ରଘୁନନ୍ଦନଙ୍କ କ୍ୱାର୍ଟର୍ସକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ମହିଳା ସାମ୍ବାଦିକା । ସେଠାରେ ରଘୁନନ୍ଦନ କୁକୁର ଛାଡିଦେବାକୁ କହିଥିଲେ ସାମ୍ବାଦିକାଙ୍କ ଅଭିଯୋଗ । ବିନା ଅନୁମତିରେ ଆସିଥିବା କହି କୁକୁର ଛାଡିଦେବାକୁ କହିଥିବା ଅଭିଯୋଗ । ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ମଧ୍ୟ ମାଡ଼ ମାରି ଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଜଣେ ସାମ୍ବାଦିକା ନିଜର କର୍ତ୍ତବ୍ୟ କରୁଥିବା ବେଳେ ନିଜର ରାଗକୁ ସାମ୍ବାଦିକାଙ୍କ ଉପରେ ସୁଝାଇବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking