30.1 C
Bhubaneswar
Saturday, September 28, 2024
Homeଓଡିଶା୨୨ରୁ ସ୍ୱାଭାବିକ ଚାଲିବ ବିଦ୍ୟାଳୟ

୨୨ରୁ ସ୍ୱାଭାବିକ ଚାଲିବ ବିଦ୍ୟାଳୟ

ଭୁବନେଶ୍ୱର : ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟ ସରକାର ସମସ୍ତ ସରକାରୀ ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ତା.୨୧.୦୬.୨୦୨୪ରିଖ ଦିନ ସକାଳ ଘ.୬.୩୦ ମିନିଟ୍‌ରୁ ଘ.୧୦.୩୦ ମିନିଟ୍ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ । ତା.୨୨.୦୬.୨୦୨୪ରିଖଠାରୁ ସମସ୍ତ ବିଦ୍ୟାଳୟଗୁଡ଼ିକ ସ୍ଵାଭାବିକ ଭାବେ ପରିଚାଳନା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking