19.1 C
Bhubaneswar
Thursday, February 12, 2026
Homeଅପରାଧ୫୦ରୁ ଉର୍ଦ୍ଧ୍ୱ ମେଡିକାଲକୁ ମିଳିଲା ବୋମା ବିସ୍ପୋରଣ ଧମକ

୫୦ରୁ ଉର୍ଦ୍ଧ୍ୱ ମେଡିକାଲକୁ ମିଳିଲା ବୋମା ବିସ୍ପୋରଣ ଧମକ

ମୁମ୍ବାଇ : ୫୦ରୁ ଅଧିକା ଡାକ୍ତର ଖାନାକୁ ମିଳିଛି ବୋମା ବିସ୍ପୋରଣ ଧମକ। ମୁମ୍ବାଇର ପାଖାପାଖି ୫୦ରୁ ଅଧିକା ଡାକ୍ତରଖାନାରେ ବୋମା ବିସ୍ପୋରଣର ଧମକ ମିଳିଛି । ଏହି ଧମକ ଭିପିଏସ୍ ନେଟଓ୍ବର୍କ ମାଧ୍ୟମରେ ଇମେଲ ଜରିଆରେ ପୋଲିସକୁ ମିଳିଛି । ସେଥିପାଇଁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଧରିବା ପୋଲିସ ପକ୍ଷରେ କଷ୍ଟକର ହୋଇପଡିଛି । ତେବେ ଜସଲୋକ, ରାହେଜା, ସେଭେନ୍ ହିଲ୍, କୋହିନୂର , କେଇଏମ୍ , ଜେଜେ , ସେଣ୍ଟ ଜର୍ଜ ଆଦି ହସ୍ପିଟାଲ ଗୁଡିକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି । ଧମକରେ ଉଲ୍ଲେଖ ରହିଛି ଯେ, ଡାକ୍ତରଖାନା ଶର‌୍ୟ୍ୟା ତଳେ ଏବଂ ଗାଧୁଆ ଘରେ ବୋମା ରଖାଯାଇଛି। ଏହା ଯେକୌଣସି ମୂହୁର୍ତ୍ତରେ ବିସ୍ଫୋରଣ ହୋଇପାରେ। କିନ୍ତୁ ଯାଞ୍ଚ ପରେ ସେଭଳି କୌଣସି ସନ୍ଧିଗ୍ଧ ଜିନିଷ ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking