ଯାଜପୁର : ଯାଜପୁର ଜିଲ୍ଲା ରେ ଚର୍ଚ୍ଚା ହେଉ ଥିବା ବିଜେଡି ଓ ବିଜେପି ମେଣ୍ଟ ସମ୍ଭାମlନକୁ ଦୁଇ ଦଳ ର କାର୍ମୀ ମାନଙ୍କ ବିରୋଧ ର ସ୍ଵର ଦିନ କୁ ଦିନ ଶାଣିତ ହେବ ର ଦେଖାଦେଉଛି l ସାତଟି ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର ଗଡ ରହିଛି l ଅନେକ ନେତା ଚଳିତ ନିର୍ବାଚନ ରେ ପାର୍ଥି ହେବାକୁ ଆଶାୟୀ ଥିଲା ବେଳ ମେଣ୍ଟ ପ୍ରସଙ୍ଗ କୁ ସହଜ ରେ ହଜମ କରି ପାରୁନାହାନ୍ତିl ବିଜେଡି ଓ ବିଜେପି କର୍ମୀ ମାନଙ୍କ ଅହି ନକୁଳ ସଂପର୍କ। ଏହି ଜିଲା ରେ ସୁକିନ୍ଦା ବଡ଼ଚଣାକୁ ଚl ଡି ଦେଲେ ବିଜେପି ର ସଙ୍ଗଟନ ନୈରାସଜନକ lପରିସ୍ଥିତି ରେ ମେଣ୍ଟ ହେଲେ ଉଭୟ ଦଳ ର କର୍ମୀ ମାନେ କଂଗ୍ରେସ ଦଳର ରେ ଯୋଗ ଦେବା ପାଇଁ କଂଗ୍ରେସ ନେତା ଙ୍କ ସହ ବୁଝାମଣା କରିବାରେ ଦେଖାଯାଉଚିl ବିଜେଡି ଓ ବିଜେପି ଦଳ ର କର୍ମୀ ମାନେ ଖୁବୁ ଶୀଘ୍ର କଂଗ୍ରେସ ଦଳରେ ଯୋଗ ଦେବା ପାଇଁ ବିଭନ୍ନ ନିର୍ବାଚନ ମଣ୍ଡଳୀରେ ମିଶ୍ରଣ ପର୍ବ ହେବ ବୋଲି ଜଣେ ରାଜ୍ୟ ସ୍ତରୀୟ ବରିଷ୍ଟ କଂଗ୍ରେସ ନେତା ଏହି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l କୋରେଇ ନିର୍ବାଚନ ମଣ୍ଡଳୀରେ ରେ ବିଜେପି ଓ ବିଜେଡି କୁ ଯାଇଥିବା ଟାଣୁଆ କର୍ମୀ ଓ ନେତମାନେ କଂଗ୍ରେସ କୁ ଆସିବାପାଇଁ ମନସ୍ଥ କରିବା ଦେଖା ଯାଉଚି l କଂଗ୍ରେସ ପାର୍ଥୀ ଘୋଷଣା ପରେ କଂଗ୍ରେସ ରେ ଯୋଗ ଦେବେ ବୋଲି ହlଟ ବଜାର ଚାହା ଖଟି ରେ ଆଲୋଚନା କରିଛନ୍ତିl ସମୟ କୁ ଅପେକ୍ଷା କରିଛନ୍ତିl କୋରେଇ ରେ ନବୀନ ଓ ମୋଦିଜି ଙ୍କ ମ୍ୟାଜିକ କାମ ଦେବ ନାହିଁ ଦଳ ବଳ ନିର୍ବିଶେଷରେ କୋରେଇ ର ସ୍ୱବି ମାନ ପ୍ରଶ୍ନ ଉଠାଇ ଉପଯୁକ୍ତ ପlର୍ଥି କୁ ନେତା କରି ବିଧାନ ସଭା ପଠାଇବେ l