29.1 C
Bhubaneswar
Friday, October 18, 2024
Homeଓଡିଶାବାଇକ୍‌ରୁ ପଡି ସ୍ତ୍ରୀ ମୃତ , ସ୍ୱାମୀ ଆହାତ

ବାଇକ୍‌ରୁ ପଡି ସ୍ତ୍ରୀ ମୃତ , ସ୍ୱାମୀ ଆହାତ

କୋଣାର୍କ : ବାଇକ୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସ୍ତ୍ରୀ ମୃତ୍ୟୁ ବରଣ କରିଥିବାଳେ ସ୍ୱାମୀ ଆହାତ ହୋଇଛନ୍ତି । ଗୋପ ଚାରିଛକ ରାସ୍ତା ଛଣିଜଙ୍ଗ ନିକଟରେ  ଦୁର୍ଘଟଣା ଘଟିଛି । ଏକାଦଶୀରେ ଦମ୍ପତି ମନ୍ଦିର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସ୍ୱାମୀ ଗୁରୁତର ଭବେ ଆହାତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

 

ଚାଷୀ-ସରକାର ଆଲୋଚନା ବିଫଳ; କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କଲାନି କୃଷକ ମୋର୍ଚ୍ଚା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking