30.1 C
Bhubaneswar
Monday, October 21, 2024
Homeଓଡିଶାଚଳିତ ବର୍ଷ ଅସହ୍ୟ ଗରମ ଗୁଳୁଗୁଳିର ସମ୍ଭାବନା

ଚଳିତ ବର୍ଷ ଅସହ୍ୟ ଗରମ ଗୁଳୁଗୁଳିର ସମ୍ଭାବନା

ଭୁବନେଶ୍ୱର : ଚଳିତ ବର୍ଷ ଯୋର ହେବ ଗରମ। ଏହାସହ ଅସହ୍ୟ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ। ଏପ୍ରିଲ ମାସରେ ଗ୍ରୀଷ୍ମ ଦାଉ କଷ୍ଟ ଦେଇପାରେ ବୋଲି ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ,୨୦୧୫ରେ ଷ୍ଟ୍ରଙ୍ଗ ଏଲିନୋ ପ୍ରଭାବ ଥିଲା । ଏହାପରେ ୨୦୧୬ରେ ମେ ମାସ ପର୍ଯ୍ୟନ୍ତ ପ୍ରଭାବ ଜାରୀ ରହିଥିଲା । ଫଳରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ସହିପରି ୨୦୨୩-୨୪ରେ ମଧ୍ୟ ସେହିପ୍ରକାର ସ୍ଥିତି ଦେଖାଯାଉଛି । ତେଣୁ ଅଧିକ ଗରମ ଗୁଳୁଗୁଳିର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking