20.1 C
Bhubaneswar
Thursday, November 21, 2024
Homeଓଡିଶାରାଜ୍ୟରେ ବିଦ୍ୟୁତ ଚାଳିତ କମର୍ସିଆଲ ଗାଡି ପାଇଁ ଏମଓୟୁ ସ୍ୱାକ୍ଷର

ରାଜ୍ୟରେ ବିଦ୍ୟୁତ ଚାଳିତ କମର୍ସିଆଲ ଗାଡି ପାଇଁ ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ଚାଳିତ କମର୍ସିଆଲ ଗାଡି ପାଇଁ ଏମଓୟୁ ସ୍ୱାକ୍ଷର ହୋଇଥିବା ସୂଚନା ରହିଛି । ରାଜ୍ୟ ସରକାର ଓ ଜେଏସଡବ୍ଲୁ ଗ୍ରୁପ୍ ମଧ୍‌ରେ ଏମଓୟୁ ସ୍ୱାକ୍ଷର ହୋଇଥିବା ସୂଚନା ରହିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହୋଇଥିବା ଖବର ସାମ୍ନାକୁ ଆସିଛି । ନଟରାଜରେ ୯ ଶହ ଓ ପାରାଦୀପରେ ୪ ଶହ ଏକର ଜମି ପାଇଁ ଚୁକ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି । ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଜେଏସଡବ୍ଲୁ ଗ୍ରୁପ୍ । ବସ୍‌, ଟ୍ରକ୍‌, କାର୍ ପରି କମର୍ସିଆଲ ଗାଡି ଓ ଇଭି ବ୍ୟାଟେରୀ  ଉତ୍ପାଦିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking