29.1 C
Bhubaneswar
Saturday, September 21, 2024
Homeଓଡିଶାଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌: ୬ ମୃତ, ୧୨ ଜଣ ଗୁରୁତର

ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌: ୬ ମୃତ, ୧୨ ଜଣ ଗୁରୁତର

ବାରିପଦା: ଘାଟିରେ ଓଲଟାଇଲା ଧଉଳି ଗଣନାଟ୍ୟ ଟ୍ରକ । ଦୁର୍ଘଟଣାରେ ୬ ମୃତ, ୧୨ ଜଣ ଗୁରୁତର । ଗୁରୁତର ୧୨ ଜଣଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି । ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା । ଟ୍ରକଟି ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲା । ଗାଡିରେ ଲାଇଟ୍ ସରଞ୍ଜାମ ନେଇ କର୍ମଚାରୀମାନେ ଯାଉଥିଲେ ।

ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌: ୩ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking