30.1 C
Bhubaneswar
Friday, September 20, 2024
Homeଓଡିଶାଏପ୍ରିଲ ୩୦ରେ ସରିବ ନାଟମଣ୍ଡବ ମରାମତି

ଏପ୍ରିଲ ୩୦ରେ ସରିବ ନାଟମଣ୍ଡବ ମରାମତି

କଟକ: ହାଇକୋର୍ଟରେ ଶ୍ରୀମନଦିର ଜଗମୋହନ, ନାଟମଣ୍ଡପ ମରାମତି ମାମଲା । ୧୦ ତାରିଖରେ ବିମ୍ ଡିଜାଇନ୍ ଚୂଡାନ୍ତ ହୋଇଥିବା ଜଣାଇଲେ ଆମିକସକ୍ୟୁରି । ଏପ୍ରିଲ ୩୦ ସୁଦ୍ଧା କାମ ସାରିବା ନେଇ ଆମିକସକ୍ୟୁରିଙ୍କୁ ମୌଖିକ ଅବଗତି ି । ଏନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ବିଜେପି ମୋର୍ଚ୍ଚା ପ୍ରଭାରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking