24.1 C
Bhubaneswar
Friday, January 10, 2025
Homeଓଡିଶାଟୋଲ୍ ପ୍ଲାଜାକୁ ଜରିମାନା କଲେ ଖାଉଟି ଅଦାଲତ

ଟୋଲ୍ ପ୍ଲାଜାକୁ ଜରିମାନା କଲେ ଖାଉଟି ଅଦାଲତ

ସମ୍ବଲପୁର: ଗାଡ଼ି ନଯାଇ ଟୋଲ୍ କଟିଥିବାରୁ ଟୋଲ୍‌ପ୍ଲାଜାକୁ ଜରିମାନା ହୋଇଛି । ୨ଟି ଅଲଗା ଅଲଗା ମାମଲାରେ ୨୫ ହଜାର ଲେଖାଏଁ ଜରିମାନା କଲେ ଖାଉଟି ଅଦାଲତ । ଏଭଳି ମାମଲା ଦେଖିବାକୁ ମିଳିଛି ସମ୍ବଲପୁରରେ । ସେପଟେ ମାମଲା ପିଛା ୨୫ ହଜାର ଜରିମାନା ପକାଇଛନ୍ତି ଅଦାଲତ। ଏବେ ଅଦାଲତର ଖର୍ଚ୍ଚ ପାଇଁ ୫ ହଜାର ଗଣିବେ ଟୋଲ୍‌ପ୍ଲାଜା ।

ଖାଲି ଏତିକି ନୁହେଁ ବରଂ ଏଥିସହ ଟୋଲ ଫି’ ବାବଦରେ କଟିଥିବା ଟଙ୍କା ଫେରାଇବାକୁ ଦିଆଯ଼ାିଛି ନିର୍ଦ୍ଦେଶ । ଖବର ମୁତାବକ ବରଗଡ଼ ନିକଟ ଟୋଲ୍ ପ୍ଲାଜାରେ କଟିଥିଲା ଟୋଲ୍ ଫି’ । ଘଟଣା ଜଣାପଡ଼ିବା ପରେ ଉଭୟ ଗାଡ଼ି ମାଲିକ ଖାଉଟି ଯାଇଥିଲେ ଅଦାଲତ ।

ଆସନ୍ତାକାଲି ଶ୍ରୀଜିଉଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking