31.1 C
Bhubaneswar
Friday, October 18, 2024
Homeଓଡିଶାରାସ୍ତାରୁ ରକ୍ତ ଜୁଡୁଜୁଡୁ ମୃତଦେହ ଉଦ୍ଧାର

ରାସ୍ତାରୁ ରକ୍ତ ଜୁଡୁଜୁଡୁ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ରାସ୍ତାରେ ପଡ଼ିଛି ରକ୍ତ ଜୁଡୁଜୁଡୁ ମୃତଦେହ। ବ୍ରହ୍ମପୁର ଟାଉନ ଥାନା ଗାନ୍ଧୀନଗର ଦ୍ଵିତୀୟ ଲାଇନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ବିଜିପୁର ଅମ୍ବିକା ନଗରର ରଙ୍କ ସେଠୀ। ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଛି। ରଙ୍କଙ୍କୁ କିଏ ଓ କାହିଁକି ହତ୍ୟା କଲା ସେନେି କାରଣ ଅସ୍ପଷ୍ଟ ରହିଛି। ବ୍ରହ୍ମପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking