28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ତାଲିକାରେ ଗର୍‌ବା ନୃତ୍ୟ

ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ତାଲିକାରେ ଗର୍‌ବା ନୃତ୍ୟ

ନୂଆଦିଲ୍ଲୀ: ଜାତିସଂଘ ସଂସ୍ଥା ୟୁନେସ୍କୋ ପକ୍ଷରୁ ଗୁଜରାଟର ପାରମ୍ପରିକ ଗର୍‌ବା ନୃତ୍ୟକୁ ସାଂସ୍କୃତିକ ଐତିହ୍ୟ ତାଲିକାଭୁକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଖୁସି ବ୍ୟକ୍ତ କରିଥିବାବେଳେ ଆଗାମୀ ପିଢି ପାଇଁ ଏଭଳି ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ପ୍ରେରଣା ଯୋଗାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଏଭଳି ସମ୍ମାନରେ ସନ୍ତୋଷ ପ୍ରକାଶ କରିଥିବାବେଳେ ବିଶ୍ୱ ଦରବାରରେ ଗର୍‌ବା ନୃତ୍ୟର ଲୋକପ୍ର୍ରିୟତା ବୃଦ୍ଧି ପାଉଥିବା କହିଛନ୍ତି । ଏହା ଗୁଜରାଟ ଓ ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଉଭୟ ମୋଦୀ ଓ ପଟେଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking