28.1 C
Bhubaneswar
Tuesday, June 17, 2025
Homeଓଡିଶାଏଟିଏମ ଭାଙ୍ଗି ୨୦ ଲକ୍ଷ ଲୁଟିଲେ

ଏଟିଏମ ଭାଙ୍ଗି ୨୦ ଲକ୍ଷ ଲୁଟିଲେ

ସୋର : ବାଲେଶ୍ୱର ବାହାନଗା ବଜାରରେ ଏସ୍‌‌ବିଆଇ ଏଟିଏମ ଭାଙ୍ଗି ଲୁଟ୍‌‌ ହୋଇଛି। ବିଳମ୍ବିତି ରାତିରେ ଲୁଟେରା ମାନେ ଏଟିଏମ ଭାଙ୍ଗି ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌‌ କରିଥିବା ନେଇ ଥାନରେ ଅଭିଯୋଗ ହୋଇଛି। ଲୁଟ୍‌‌ ପରେ ସଟର ପକାଇ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking