ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ଯାଞ୍ଚ କଲେ ଡିଜିପି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପରେ ଡିଜିପି ସୁନୀଲ ବଂଶଲଙ୍କ ସୂଚନା । ବିଧାନସଭା ସୁରକ୍ଷା ପାଇଁ ୨୮ ପ୍ଲାଟୁନ ପୋଲିସ ଫୋର୍ସ ରହିବେ । ଡିଜିପିଙ୍କ ତତ୍ତ୍ୱାବଧାନରେ ୮ ଅତିରିକ୍ତ ଡିସିପି , ୧୬ ଏସିପି ରହିବେ । କୁ୍ୟଆରଟି, ବମ ସ୍କ୍ୱାଡ୍ ଓ ୨୦ ଇନସ୍ପେକ୍ଟର ମୁତୟନ ହେବେ । ସିସିଟିଭି ନଜରରେ ରହିବ ବିଧାନସଭା କହିଲେ ପୋଲିସ ଡିଜି ।