ହାଇଦ୍ରାବାଦ: ହାଇଦ୍ରାବାଦ ନାମପଲ୍ଲି ବଜାରଘାଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଆପାର୍ଟମେଣ୍ଟରେ ଥିବା ଗୋଦାମରେ ନିଆଁ ଲାଗି ୬ ଜଣଙ୍କ ମୃତ୍ୟୁ ହୋଇଛି । କିପରି ନିଆଁ ଲାଗିଲା ତାହାଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଅଗ୍ନିଶମ ଟିମ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି ।