34.1 C
Bhubaneswar
Friday, October 18, 2024
Homeଓଡିଶାଭାଙ୍ଗିଗଲା ବସର ଷ୍ଟିୟରିଂ ରଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭାଙ୍ଗିଗଲା ବସର ଷ୍ଟିୟରିଂ ରଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜଳେଶ୍ବର: ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍ । ବସର ଷ୍ଟିୟରିଂ ରଡ ଭାଙ୍ଗିଯିବାରୁ ଭାରସାମ୍ଯ ହରାଇ ରାସ୍ତା କଡକୁ ଗଡ଼ିଲା । ଆଜି ସକାଳେ ଗୁଡଲି ନାମକ ଘରୋଇ ବସ୍ ବାଲିଆପାଳରୁ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାଉଥିଲା ।

ଜଳେଶ୍ବରର ସାର୍ଥା ବସଷ୍ଟାଣ୍ତ ନିକଟରେ ପହଞ୍ଚିବା ପରେ ଷ୍ଟିୟରିଂ ରଡ୍ ଭାଙ୍ଗି ଯିବାରୁ ବସଟି ଭାରସାମ୍ଯ ହରାଇ ରାସ୍ତା କଡକୁ ଗଡି ଯାଇ ଏକ ଖାଲରେ ଅଟକି ଥିଲା । ଯାତ୍ରୀ ମାନେ ଭୟଭୀତ ହୋଇ ବସ୍ ରୁ ତଳକୁ ଓହ୍ଲାଇ ପଡି ଥିଲେ । ପରେ ବସର ମାଲିକ ଅନ୍ଯ ଏକ ବସରେ ଯାତ୍ରୀ ମାନଙ୍କୁ ଗନ୍ତବ୍ଯ ସ୍ଥଳକୁ ପଠାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking