23.1 C
Bhubaneswar
Thursday, December 26, 2024
Homeଓଡିଶାମଝି ସମୁଦ୍ରରୁ ଉଦ୍ଧାର ହେଲା ‘ସମୁଦ୍ର କୌସ୍ତୁଭ’ ଜାହାଜ

ମଝି ସମୁଦ୍ରରୁ ଉଦ୍ଧାର ହେଲା ‘ସମୁଦ୍ର କୌସ୍ତୁଭ’ ଜାହାଜ

ପାରାଦ୍ବୀପ: ପାରାଦ୍ବୀପ NQ-2, ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସିଥିବା ଜାହାଜ । ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ। ଇଞ୍ଜିନ ଖରାପ ହୋଇଯାଇଥିବାରୁ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ ସମୁଦ୍ର ମଝିରେ ଫସିରହିଥିଲା ।

ଜାହାଜରେ ଥିଲେ ୨୫ କ୍ରିୟୁ ମେମ୍ବର। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣା ପଡିଛି। ଫ୍ୟାନରେ ରଶି ଗୁଡାଇ ହୋଇଯାଇଥିବାରୁ ଇଞ୍ଜିନ ଖରାପ ହୋଇପଡିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଗତକାଲି ଠାରୁ କୋଷ୍ଟଗାର୍ଡର ଆଇଏନ୍ଏସ ଅମୋଘ ଜାହାଜ ସାହାଯ୍ୟ ରେ ଜାହାଜକୁ ଟଣା ହୋଇ ଆଙ୍କରେଜ ଇଲାକାରେ ରଖାଯାଇଥିଲା । ବିଳମ୍ବିତ ରାତିରେ ଟଗବୋଟ ସାହାଯ୍ୟରେ ଟଣା ହୋଇ ବର୍ଥରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking