30.1 C
Bhubaneswar
Saturday, September 21, 2024
Homeଓଡିଶାଶିମିଳିପାଳ ଅଭୟାରଣ୍ୟରେ ନୂଆ ଅତିଥି, ଜନ୍ମ ନେଲେ ୪ଟି ବାଘ ଛୁଆ

ଶିମିଳିପାଳ ଅଭୟାରଣ୍ୟରେ ନୂଆ ଅତିଥି, ଜନ୍ମ ନେଲେ ୪ଟି ବାଘ ଛୁଆ

ମୟୁରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ ପାଇଁ ଖୁସି ଖବର । ଆସିଲେ ନୂଆ ଅତିଥି । ଜନ୍ମ ନେଲେ ୪ଟି ବାଘ ଛୁଆ । ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ସ୍ଥିତ T-17 ଅଞ୍ଚଳରେ ପାଟ୍ରୋଲିଂ କରିବା ବେଳେ ବନ ଅଧିକାରୀ ଏହି ବାଘଛୁଆମାନଙ୍କୁ ଠାବ କରିଛନ୍ତି ।

ତେବେ ଏହି ୪ଟି ବାଘ ଛୁଆ କିଛି ଦିନ ତଳେ ଜନ୍ମ ନେଇଛନ୍ତି ଏବଂ ଟିକେ ବଡ଼ ହୋଇ ଗଲେଣି ବୋଲି ରେଞ୍ଜ ଅଫିସର ଶିଶିର ବେହେରା ଟୁଇଟ କରି ଜଣାଇଛନ୍ତି ।

ସାଇକେଲ୍-ବାଇକ୍ ମୁହାଁମୁହିଁ; ସାଇକେଲ୍ ଆରୋହୀଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking